20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଇଞ୍ଜିନିୟର ଆତ୍ମହତ୍ୟା : ସ୍ତ୍ରୀ ଗିରଫ

ଇଞ୍ଜିନିୟର ଆତ୍ମହତ୍ୟା : ସ୍ତ୍ରୀ ଗିରଫ

ବେଙ୍ଗାଲୁର: ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ସ୍ତ୍ରୀ ଗିରଫ ହୋଇଛନ୍ତି । ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ ।  ନିକିତାଙ୍କ ମାଆ ଓ ଭାଇ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ ହୋଇଛନ୍ତି । ଆତ୍ମହତ୍ୟା ପୂର୍ୱରୁ ସ୍ତ୍ରୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଇଞ୍ଜିନିୟର ଅତୁଲ । ମୃତ୍ୟୁ ପାଇଁ ପତ୍ନୀ ଓ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଥିଲେ  ଅତୁଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking