16.1 C
Bhubaneswar
Sunday, December 7, 2025
Homeଓଡିଶାବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ଏନକାଉଣ୍ଟର

ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ଏନକାଉଣ୍ଟର

ଗଞ୍ଜାମ: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ଏନକାଉଣ୍ଟର । ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଓରଫ ମଲ୍ଲକୁ ଏନକାଉଣ୍ଟର କରାଯାଇଛି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ପିତାତଳି – ଚିକିଟି ରୋଡ଼ରେ ଆଜି ଭୋରରୁ ସୁନୀଲକୁ ଧରିବାକୁ ସ୍ପେସିଆଲ ଟିମ ଚଢ଼ାଉ କରିଥିଲା । ହେଲେ ସୁନୀଲ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ପୁଲିସ ଗାଡ଼ିରେ ଏହି ଗୁଳି ବାଜିଥିଲା ।ସୁନିଲ ଏକ ଦୁର୍ଦ୍ଦାନ୍ତ ଅପରାଧୀ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ରହି ଫେରାର ଥିଲା । ୨ ହତ୍ୟାକାଣ୍ଡ, ଡକାୟତି, ଚୋରି, ଛିନତାଇ ସହ ୨୦ଟି ସଙ୍ଗୀନ ମାମଲା ରହିଛି ସୁନିଲ ବିରୋଧରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking