30.1 C
Bhubaneswar
Sunday, February 8, 2026
Homeଓଡିଶାକୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର

କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର

ତାଲଚେର: ଜଙ୍ଗଲରେ କୁଖ୍ୟାତ  ଅପରାଧୀଙ୍କୁ  ଏନକାଉଣ୍ଟର  କରାଯାଇଛି । ସ୍କଟଲାଣ୍ଡପୁର ଜଙ୍ଗଲରେ ପୋଲିସର ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର ଅଛନ୍ତି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି  ହୋଇଛନ୍ତି । ଗୁଳି କରି ପଳାଉଥିବା ବେଳେ  ପୋଲିସ ଏନକାଉଣ୍ଟର  କରିଛି । ସୁଶାନ୍ତ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking