17.1 C
Bhubaneswar
Wednesday, December 10, 2025
Homeଓଡିଶାସମ୍ବଲପୁରରେ ଏନକାଉଣ୍ଟର: ଅପରାଧୀକୁ କାବୁ କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର: ଅପରାଧୀକୁ କାବୁ କଲା ପୁଲିସ

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କରିଛି ପୁଲିସ  । ଏମ୍‌ଡି ସାମଦର ବାମ ଗୋଡ଼ରେ ଗୁଳି ବାଜିଛି । ଗତ ରାତିରେ ଏମଡି ସାମଦ ଓ  ତାର ଭାଇ ଏମଡି ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ । ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା  । ଏଥିରେ ଆହତ ହୋଇଛି ଅପରାଧୀ ଏମଡି ସାମଦ। ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି  । ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking