27.1 C
Bhubaneswar
Saturday, December 6, 2025
Homeଓଡିଶାସମ୍ବଲପୁରରେ ଏନ୍‌କାଉଣ୍ଟର

ସମ୍ବଲପୁରରେ ଏନ୍‌କାଉଣ୍ଟର

ସମ୍ବଲପୁର: ସମ୍ବଲପୁରରେ ଏନ୍‌କାଉଣ୍ଟର । ଅଇଁଠାପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏୟାରଷ୍ଟ୍ରିପ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ଅଇଁଠାପାଲି ପୋଲିସ। ମହେଶର ଗୋଡ଼ରେ ଗୁଳି ବାଜିଛି । ଆହତ ମହେଶ କୁମାରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତା ପାଖରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଗତକାଲି ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଛଡାଇ ନେଇଥିଲା ମହେଶ । ଆଜି ସକାଳୁ ତାକୁ ଧରିବା ପାଇଁ ପୋଲିସ ପିଛା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ମହେଶକୁ ଏନ୍‌କାଉଣ୍ଟର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking