14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଦିଲ୍ଲୀର ବାୱାନାରେ ଏନକାଉଣ୍ଟର

ଦିଲ୍ଲୀର ବାୱାନାରେ ଏନକାଉଣ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ବାୱାନାରେ ଏନକାଉଣ୍ଟର। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଦ୍ୱାରା କରାଯାଇଥିବା ଏକ ଏନକାଉଣ୍ଟର ପରେ ଦିଲ୍ଲୀର ବାୱାନା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ଏନକାଉଣ୍ଟରରେ କୁଖ୍ୟାତ ରାଜେଶ ବାୱାନିଆ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଟାର୍ଗେଟ କରାଯାଇଥିଲା । ପୋଲିସ ସହିତ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ତୀବ୍ର ରୂପ ନେବା ପରେ ପୋଲିସ ତୁରନ୍ତ ଦଳ ଗଠନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏନକାଉଣ୍ଟର ସମୟରେ ଜଣେ ପୋଲିସ କର୍ମଚାରୀ ଗୁଳିରେ ଆହତ ହୋଇଥିଲେ । ପୂର୍ବରୁ ମଙ୍ଗଳବାର ଦିନ ସମାନ ଘଟଣାରେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଦୁଇଜଣଙ୍କୁ ଗିରଫ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଟିମ ଦ୍ୱାରା ଏହି ଏନକାଉଣ୍ଟର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking