36.1 C
Bhubaneswar
Saturday, March 29, 2025
Homeଦେଶ ବିଦେଶଏନକାଉଣ୍ଟର : ୩ ମାଓବାଦୀ ନିପାତ

ଏନକାଉଣ୍ଟର : ୩ ମାଓବାଦୀ ନିପାତ

ରାୟପୁର: ଛତିଶଗଡ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ  ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁର – ଦାନ୍ତେୱାଡା ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି । ସେଠାରୁ ବିପୁଳ  ପରିମାଣରେ ମାରଣାସ୍ତ୍ର ଜବତ ହେବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking