22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶଏନକାଉଣ୍ଟର: ୨୨ ନକ୍ସଲ ନିପାତ

ଏନକାଉଣ୍ଟର: ୨୨ ନକ୍ସଲ ନିପାତ

ରାୟପୁର: ଛତିଶଗଡ ବିଜାପୁର ଓ କାଙ୍କେରରେ  ଏନକାଉଣ୍ଟର  ହୋଇଛି । ଏନକାଉଣ୍ଟରରେ ୨୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁରରେ ୧୮ ଜଣ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି । ଗାଙ୍ଗାଲୁର ଥାନା ଏଣ୍ଡ୍ରି ଜଙ୍ଗଲରେ ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏସଟିଏଫ , ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । ଡିଆରଜିର ଜଣେ ଯବାନ ସହିଦ ହୋଇଥଇବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking