18.1 C
Bhubaneswar
Thursday, December 11, 2025
Homeଓଡିଶାଚାକିରି ନାଁରେ ଠକେଇ

ଚାକିରି ନାଁରେ ଠକେଇ

ଭୁବନେଶ୍ୱର : ଟ୍ୱିନସିଟିରେ ବୁଲୁଛନ୍ତି ଠକ । ଭୁବନେଶ୍ୱରରେ ଠକ ଦେଉଛନ୍ତି ଚାକିରି  । ଲ୍ୟାବ ଟେକନିସିଆନଙ୍କୁ ଚୁନା ଲଗାଇଛି ଜଣେ ଅଭ୍ୟାସଗତ ଠକ  । ଟ୍ୱିନସିଟିରେ ଥିବା ବିଭିନ୍ନ ଡାକ୍ତରଖାନାରେ କଣ୍ଟ୍ରାକଚୁଆଲ ପୋଷ୍ଟିଂ ଦେବାକୁ କହି ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା । ପୋଲିସ ଚାକିରି ଦେବ କହି ଏକ ଠକେଇ ଘଟଣାରେ ଠକ ଧୂରନ୍ଧର ଜଣକ ମେ ମାସ ୨୦୨୩ ମସିହାରେ ମଞ୍ଚେଶ୍ୱର ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଅଭିଯୁକ୍ତ ଦେବବ୍ରତ ପଲ୍ଲେଇ ଜେଲରୁ ମୁକୁଳିବା ପରେ, ପୁଣି ଲୋକଙ୍କୁ ଚୁନା ଲଗାଇଥିବା ଭଳି ଖବର ଏବେ ସାମ୍ନାକୁ ଆସିଛି  ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking