19.3 C
Bhubaneswar
Thursday, January 2, 2025
Homeଓଡିଶାଚାକିରି ନାଁରେ ଠକେଇ

ଚାକିରି ନାଁରେ ଠକେଇ

ବ୍ୟୁରୋ : ଚାକିରି ନାଁରେ ଠକେଇ କାରବାର । ଲୋକଙ୍କୁ ଚାକିରି ଦେବା କହି ଲୁଟୁଥିଲେ ଟଙ୍କା ।  ଏନେଇ ବାଲେଶ୍ୱର ଟାଉନ ଥାନା ପୋଲିସ ଠକକୁ ଅଟକ ରଖି  ଜେରା କରୁଛି  ।ବାଲେଶ୍ୱର ଆଇଟିଆଇ ଛକ ନିକଟରେ  ଡିପ୍ଲୋମା  ଶିକ୍ଷା କେନ୍ଦ୍ର  ଖୋଲିଛନ୍ତି  କେନ୍ଦ୍ରାପଡାର ଶଶିକାନ୍ତ ଦାସ  ା ପିଲାଙ୍କୁ  ଶତ ପ୍ରତିଶତ  ଚାକିରି କରାଇଦେବ ବୋଲି  ସେ ଦାବି କରୁଛନ୍ତି । ଏଳି କହି ଲୋକଙ୍କୁ ଭ୍ରମିତ କରି ଠକୁଛନ୍ତି । ପରେ ଟଙ୍କା ଦେଇଥିବା ଲୋକ  ତାଙ୍କୁ କାବୁ କରି  ପୋଲିସର ଜିମା ଦେଇଛନ୍ତି ।  ଶଶିକାନ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking