27.1 C
Bhubaneswar
Monday, September 16, 2024
Homeମନୋରଞ୍ଜନକଙ୍ଗନାଙ୍କୁ ନାହିଁ ଆଶ୍ୱସ୍ତି: ଘୁଞ୍ଚିଲା ‘ଏମରଜେନ୍ସୀ ’ ରିଲିଜ ଡେଟ୍

କଙ୍ଗନାଙ୍କୁ ନାହିଁ ଆଶ୍ୱସ୍ତି: ଘୁଞ୍ଚିଲା ‘ଏମରଜେନ୍ସୀ ’ ରିଲିଜ ଡେଟ୍

ମୁମ୍ବାଇ: ବିିବାଦରେ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସୀ ’ । ରିଲିଜ ହେବାକୁ ଥିବା କୁଇନ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସୀ ’ କୁ ମିଳୁନି ରିଲିଫ । ଚଳଚ୍ଚିତ୍ରର ରିଲିଜ କୁ ନେଇ ବଢିବାରେ ଲାଗିଛି କଙ୍ଗନାଙ୍କ ଅଡୁଆ । ପୂର୍ବରୁ ଶିଖ୍ ସଂଘଠନ ପକ୍ଷରୁ ଫିଲ୍ମର ରିଲିଜ ଉପରେ ବାରଣ କରି ମଧ୍ୟପ୍ରଦେଶ ହାଇକୋର୍ଟରେ କେସ ଦାଖଲ କରିଥିଲେ । ଫଳରେ ହାଇକୋର୍ଟ ରେ ଦାଖଲ ହୋଇଥିଲେ କଙ୍ଗନା । ସୂଚନା ମୁତାବକ, ବମ୍ବେ ହାଇକୋର୍ଟ ତରଫରୁ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସୀ ’ କୁ କୌଣସି ରିଲିଫ ମିଳିନାହିଁ । ଏହି ଫିଲ୍ମଟି ସେପ୍ଟେମ୍ବର ୬ ତାରିଖରେ ରିଲିଜ ହେବାକୁ ଥିବାବେଳେ ବର୍ତ୍ତମାନ ଏହାର ରିଲିଜ ତାରିଖ ଘୁଞ୍ଚିବା ନେଇ ସୂଚନା ରହିଛି । ଫିଲ୍ମକୁ ସେଣ୍ଟର ସର୍ଟିଫିକେଟ ମିଳିନଥିବା ସୂଚନା ରହିଛି । ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି କଙ୍ଗନା ରାଣାୱତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking