19.1 C
Bhubaneswar
Tuesday, February 3, 2026
Homeଓଡିଶାନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ବାରିପଦା :  ଜରୁରୀ ଅବତରଣ କଲା ନୌସେନା  ହେଲିକପ୍ଟର । ବାରିପଦା ଜିଲ୍ଲା ରାସଗୋବିନ୍ଦପୁର ଅମର୍ଦ୍ଦା  ନିକଟରେ ଜରୁରୀ ଅବତରଣ କରିଛି । ବିଲ ଭିତରେ ଜରୁରୀ ଅବତରଣ କରିଛି ହେଲିକପ୍ଟର । ୪୫ ମିନିଟ ପରେ ଉଡାଣ ଭରିଲା ହେଲିକପ୍ଟର । ଜରୁରୀ ଅବତରଣର କାରଣ ଜଣାପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking