29.1 C
Bhubaneswar
Thursday, June 12, 2025
Homeଓଡିଶାଜଙ୍ଗଲ ଛାଡି ସହରରେ ହାତୀ

ଜଙ୍ଗଲ ଛାଡି ସହରରେ ହାତୀ

ସୁନ୍ଦରଗଡ଼: ଜଙ୍ଗଲ ଛାଡି ସହରରେ ବୁଲୁଛି ଦନ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ବୁଲୁଛି ଗୋଠ ଛଡ଼ା ହାତୀ । ଯାହାକୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବଣାଇ ଅଞ୍ଚଳରେ ଗୋଟେ ହାତୀ ଉତ୍ପାତ କରୁଥିବା ବେଳେ ଆଜି ହାତୀଟି ବଣେଇ ସହରର ମୁଖ୍ୟ ରାସ୍ତାକୁ ଚାଲିଆସିଛି । ଯାହାକୁ ଦେଖି ଲୋକ ଭୟଭୀତ ହୋଇଯାଇଛନ୍ତି । ତେବେ ହାତୀଟି ସହରରେ ବୁଲୁଥିବା ଦେଖି ଆକ୍ସନକୁ ଆସିଛି ବନବିଭାଗ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟ କରୁଛି । ବର୍ତ୍ତମାନ ହାତୀଟି ଦେଓଗାଁ ଅଞ୍ଚଳରେ ରହିଥିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking