24.1 C
Bhubaneswar
Monday, March 24, 2025
Homeଓଡିଶାକାନ୍ଥ ଭାଙ୍ଗି ପିଲାଙ୍କ ପାଇଁ ଥିବା ଚାଉଳ ଓ ଅଣ୍ଡା ଖାଇଗଲେ ହାତୀପଲ୍ଲ

କାନ୍ଥ ଭାଙ୍ଗି ପିଲାଙ୍କ ପାଇଁ ଥିବା ଚାଉଳ ଓ ଅଣ୍ଡା ଖାଇଗଲେ ହାତୀପଲ୍ଲ

କେନ୍ଦୁଝର: ସ୍କୁଲ କାନ୍ଥ ଭାଙ୍ଗି ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଓ ଅଣ୍ଡା ଖାଇଗଲେ ହାତୀପଲ୍ଲ । କେନ୍ଦୁଝର ସଦର ବନଖଣ୍ଡ ଅଧିନ ଆମ୍ବଡହରା ବିଦ୍ୟାଳୟରେ ଗତକାଲି ରାତିରେ ୨୦ ଟିକିଆ ହାତୀପଲ୍ଲ ଏଭଳି କାଣ୍ଡ ଘଟାଇଛନ୍ତି । ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀପଲ୍ଲ ଘୁରି ବୁଲୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଇଛନ୍ତି।  ଅଣ୍ଡା ଚାଉଳ ଥିବା ସ୍କୁଲ ଘର କାନ୍ଥ ଓ ଗ୍ରୀଲ ଭାଙ୍ଗି ଚାଉଳ ଖାଇଯାଇଥିବା ବେଳେ ଅଣ୍ଡା ଗୁଡ଼ିକୁ ଦଳିଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking