କଳାହାଣ୍ଡି : ଘର ଭାଙ୍ଗି ୨ ଜଣଙ୍କୁ ଦଳି ମାରି ଦେଲା ହାତୀ । ଏଭଳି ହାତୀ ଉପଦ୍ରବ ବିଶ୍ୱନାଥପୁର ରେଞ୍ଜ କାଦମାଳି ଗାଁରେ ଦେଖାଦେଇଛି । ଘରେ ଶୋଇଥିବା ବେଲେ ବୃଦ୍ଧ ଓ ବୃଦ୍ଧାଙ୍କୁ କଚାଡି ଦଳିଦେଲା ହାତୀ । ତେବେ ହାତୀ ଦେଖି ସ୍ଥାନୀୟ ଲୋକେ ଡରିଯାଇଥିଲେ । ଏବଂ ଘରର ଅନ୍ୟ ସଦସ୍ୟ ଦୌଡି ପଳାଇଥିଲେ । ଏବେ ପରିସ୍ଥିତି ଶୋକାକୁଳ ଦେଖାଦେଇଛି । ଗାଁରେ ଆତଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ।