29.1 C
Bhubaneswar
Thursday, June 19, 2025
Homeଓଡିଶାହାତୀ ଆତଙ୍କ: ଚିନ୍ତାରେ ଦେଓଗାଁ ବ୍ଲକ ଚାଷୀ

ହାତୀ ଆତଙ୍କ: ଚିନ୍ତାରେ ଦେଓଗାଁ ବ୍ଲକ ଚାଷୀ

ବଲାଙ୍ଗୀର: ଦେଓଗାଁରେ ହାତୀ ଆତଙ୍କ ।   ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ମଠଖାଇ ସଂରକ୍ଷିତ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ୧୩ ଟିକିଆ ହାତୀ ପଲଙ୍କ ପାଇଁ ଚିନ୍ତାରେ ଦେଓଗାଁ ବ୍ଲକ ଚାଷୀ। ଏହି ହାତୀ ପଲ ଚାଷ ଆରମ୍ଭ ଓ ଚାଷ ଅମଳ ବେଳେ ଆସି ବିଲରେ ଘୁରି ବୁଲୁଛନ୍ତି । ଫଳରେ ନିଜ ଚାଷକୁ ଚାଷୀ କେମିତି ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି  । କିଛିଦିନ ଏହି ହାତୀ ପଲ ଆଠଗାଁ ଫରେଷ୍ଟ ସେକ୍ସନର ଘୁରି ବୁଲିବା ପରେ ଗତକାଲି ଦେଓଗାଁ ବନାଞ୍ଚଳରେ ପ୍ରବେଶ କରି ପତରା ଜଙ୍ଗଲରେ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking