30.1 C
Bhubaneswar
Wednesday, February 11, 2026
Homeଓଡିଶାହାତୀ ଆତଙ୍କ: ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ

ହାତୀ ଆତଙ୍କ: ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ

ଭୁବନେଶ୍ୱର: ଗାଁରେ ହାତୀ ଆତଙ୍କ । କୁଳଡିହାରେ ହାତୀ ଉପଦ୍ରବ ବଢି ଚାଲିଛି  ା ଏବେ ପୁଣି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ଆତଙ୍କ ଖେଳାଇଛନ୍ତି । ରାତିରେ ହାତୀ ପଶି ଆତଙ୍କ ଖେଳାଇବା ସହ ଆମ୍ବ , ପଣସ, ବାଉଁଶ ଗଛ ଭାଙ୍ଗି ଦେଇଛନ୍ତି । ଭୟଭୀତ ହୋଇ ଲୋକେ  ବନବିଭାଗକୁ ଖବର  ଦେଇଥିଲେ । ପରେ ହାତୀକୁ ଘଉଡାଇଥିଲା ବନବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking