27.1 C
Bhubaneswar
Monday, February 2, 2026
Homeଓଡିଶାଗାଁ ମୁହାଁ ହାତୀ: ଚିନ୍ତାରେ ଅଞ୍ଚଳବାସୀ

ଗାଁ ମୁହାଁ ହାତୀ: ଚିନ୍ତାରେ ଅଞ୍ଚଳବାସୀ

ସୁନ୍ଦରଗଡ: ଗାଁ ପାଖ ବିଲରେ ବୁଲୁଛି ହାତୀ । ଘର ପାଖ ଗାଁ ଜମିରେ ହାତୀକୁ ଦେଖି ଏବେ ଚିନ୍ତାରେ ଅଞ୍ଚଳବାସୀ । ରାତିରେ ଗାଁ ମୁହାଁ ହୋଇ ଘର ଭାଙ୍ଗୁଥିବା ବେଳେ ଏବେ ଦିନରେ ବି ଆସି କେଉଁଠି ପରିବା ଚାଷ ନଷ୍ଟ କରୁଛି, ତ କେଉଁଠି ଗଛ ଭାଙ୍ଗୁଛି । ସୁନ୍ଦରଗଡ ତାମରା ରେଞ୍ଜର ରୁଷିମଠ, କଣ୍ଟାପାଲି, ବଡଗାଁ, କୋଇଲି ଝର, ଢିଙ୍କିଆମ, ପୁରୁଣାପାଣିର ପ୍ରାୟ ୮ରୁ ୧୦ଟି ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି । କେତେବେଲେ ଗୋଟିକିଆ ତ ଆଉ କେତେବେଳେ ୨୩ ଟିକିଆ ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଛନ୍ତି । ୧୦ ଦିନ ହେଲା ହାତୀ ଆତଙ୍କ ଖେଳାଇଚାଲିଥିବା ବେଳେ ବନ ବିଭାଗ ଘଉଡାଇବାରେ ବିଫଳ ହୋଇଛି । ଏବେ ଜମିରେ ଧାନ ନଥିବାରୁ ଏବେ ଗାଁ ମୁହାଁ ହାତୀ । ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକ । ତେବେ ଗ୍ରାମବାସୀ ବାରମ୍ବାର ବନ ବିଭାଗକୁ ଖବର ଦେଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking