27.1 C
Bhubaneswar
Tuesday, November 5, 2024
Homeଓଡିଶାନଭେମ୍ବର ୧୪ ଓ ୧୫ ରେ ହାତୀ ଗଣନା

ନଭେମ୍ବର ୧୪ ଓ ୧୫ ରେ ହାତୀ ଗଣନା

ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା। ତଦନ୍ତ ନିର୍ଦେଶ ପରେ ସୁଶାନ୍ତ ନନ୍ଦଙ୍କ ପ୍ରତିକ୍ରିୟା। ଓଡିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। ଏବେ ୪୦୦ ରୁ ଅଧିକ ଅର୍ଥାତ ୨୧୦୦ ହାତୀ ଅଛନ୍ତି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମୁଛି । କିଛି ହାତୀ ଶିମିଳପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ନଭେମ୍ବର ୧୪ ଓ ୧୫ ରୁ ଦୁଇ ଦିନ ଚାଲିବ ହାତୀ ଗଣନା । ଖାଇବାକୁ ପାଉନାହାନ୍ତି ଓଡିଶା ହାତୀ । ଖାଦ୍ୟ ଅଭାବର ଶିକାର ହେଉଛନ୍ତି ଓଡିଶାର ହାତୀ । ଛୁଆ ହାତୀ , ରୋଗୀଣା ହାତୀ ମୃତ୍ୟୁ ମୁଁହରେ ପଡୁଛନ୍ତି । ବିଦ୍ୟୁତ ଏବଂ ଟ୍ରେନ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି । ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଓଡିଶା ଆସୁଛନ୍ତି ହାତୀ । ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବା ପାଇଁ ଗଣନା ହେବ । ହାତୀଙ୍କ ଗତି ବିଧି ଉପରେ ନଜର ରଖାଯାଉଛି । ପୁର୍ଣିମା ରାତିରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ଗଣାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking