22.1 C
Bhubaneswar
Thursday, March 5, 2026
Homeଓଡିଶାହାତୀକୁ ପୋତିବା ଘଟଣା: ଏସିଏଫଓ ନିଲମ୍ବିତ

ହାତୀକୁ ପୋତିବା ଘଟଣା: ଏସିଏଫଓ ନିଲମ୍ବିତ

ବାଲିଗୁଡା: ବେଲଘର ହାତୀ ମୃତଦେହ ପୋତିବା ଘଟଣା । ବାଲିଗୁଡାର ମୃତ ହାତୀକୁ କାଟି କେସିଙ୍ଗା ନିକଟରେ ପୋତିଯାଇଥିଲା । ଏହି ଘଟଣାରେ ଏସିଏଫଓ ସୂର୍ଯକାନ୍ତ ବେହେରା ନିଲମ୍ବିତ ହୋଇଛନ୍ତି । ଭୁଲ ରିପୋର୍ଟ ଦେଇଥିବାରୁ ନିଲମ୍ବିତ କଲା ଜଙ୍ଗଲ ବିଭାଗ । ହାତୀ ମୃତ୍ୟୁ ରିପୋର୍ଟ ଲୁଚାଇବାକୁ ଭୁଲ୍ ରିପୋର୍ଟ ଦେଇଥିଲେ । ଏନେଇ ଆରସିସିଏଫ ବ୍ରହ୍ମପୁର ସର୍କଲଙ୍କ ତଦନ୍ତ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ପରେ ଏସିଏଫଓ ସୂର୍ଯକାନ୍ତଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking