23.1 C
Bhubaneswar
Tuesday, February 3, 2026
Homeଓଡିଶାହାଇକୋର୍ଟରେ ଏଲିନାଙ୍କ ରିଟ୍ ପିଟିସନ୍ ଦାଖଲ

ହାଇକୋର୍ଟରେ ଏଲିନାଙ୍କ ରିଟ୍ ପିଟିସନ୍ ଦାଖଲ

ଭୁବନେଶ୍ୱର : ହାଇକୋର୍ଟ ଗଲେ ଏଲିନା ଦାସ। ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣା । ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ବିଜେଡି ନେତ୍ରୀ ଏଲିନା ଦାସ। ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା କହିଲେ ଏଲିନାଙ୍କ ଓକିଲ। ବଲ୍ଲେ ବଲ୍ଲେ ଢାବା ସହ ଏଲିନା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ କିଛି ସମ୍ପର୍କ ନାହିଁ। ଏଥିରେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ନାଁ ଯୋଡାଯାଇ ତାଙ୍କର ଚରିତ୍ର ସଂହାର କରାଯାଉଛି । ତାକୁ ବନ୍ଦ କରାଯିବା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ କରାଯାଇଥିବା ଏଲିନାଙ୍କ ଓକିଲ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking