ଯାଜପୁର: ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ଟାଟା କମ୍ପାନୀ ଜିଜିଆ କର ଲଗାଇ ଉପଭୋକ୍ତl ମାନଙ୍କୁ ଶୋଷଣ କରୁଛି ସ୍ମlଟ ମିଟର ଅତିରିକ୍ତ ଦେୟ ଆଦାୟ କରି ଵା ଓ ବିଦ୍ୟୁତ ଶୁକ୍ଳ ବୃଦ୍ଧି କରିବା ଓ ରାଜ୍ୟ ବିଦ୍ୟୁତ ଆୟୋଗ ନିୟମ କୁ ଅଣ ଦେଖା କରି ମେରୀରାୟ ଶାସନ ଚଳାଇଛି ବିଦ୍ୟୁତ ସେବା ଯୋଗାଇ ଵା ବିଫଳ ହୋଇଛି l ଓଭର ଲୋଡ ଆଳ ରେ ଘରେ ପଶି ଜୋରିମାନା ଆଦାୟ କରୁଛି ଟାଟା ପାୱାର ଉପରେ ଲୋକ ଅତିଷ୍ଠ ରାଜ୍ୟ ସରକାର ଟାଟା କମ୍ପାନୀ କଥା ରେ ଉଟୁ ବସ ହେଉଛନ୍ତି ଟାଟା କମ୍ପାନୀ ର ମନ ମାନି ବିରୁଦ୍ଧରେ ରେ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ସଙ୍ଗ ଯୁଦ୍ଧ ଦେହିଁ ଡାକରା ଦେଇ ଛି ଏହି ପରୀକ୍ଷେପି ରେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହା ସଙ୍ଗ ସହ ବନ୍ଦିତ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ଆନୁକୂଲ୍ୟରେ ଯାଜପୁର ରୋଡ ସହର ରେ ଥିବା ହୋଟେଲ ରୟାଲ କଳିଙ୍ଗ ରେ ଏକ ଗଣ ସମ୍ମିଳନୀ ଜିଲ୍ଲା ଉପଭୋକ୍ତା କମିଟି ସଭାପତି ବିଦ୍ୟା ଧର ମହାନ୍ତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଥିଲା ରାଜ୍ୟ ସଭାପତି ପୂର୍ଵ ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ ଓ ଉପସଭାପତି କିଶୋର ଜେନା ପ୍ରମୁଖ ଯୋଗ ଦେଇ ଟାଟା ପାୱାର ର ଶୋଷଣ ନୀତି ମାଛ ତେଲ ରେ ମାଛ ଭାଜି କୋଟି କୋଟି ଟଙ୍କା ଲାଭ କରି ଉପଭୋକ୍ତା ମାନଙ୍କୁ ଭକୁଆ ବନାଉଛି ବିଜେପି ସରକାର ଚୁପୁ ରହି ନିର୍ବାଚନ ରେ ଦେଇ ଥିବା 300ୟୁନିଟ ଛାଡ଼ କଥା ଭୁଲି ଯାଉଛି 17ଧଫା ଦାବୀ କରି ସମଗ୍ର ରାଜ୍ୟ ରେ ରାଜ୍ୟ ସରକାର ଓ ଟାଟା ପାୱାର ବିରୋଧ ରେ ଯୁଦ୍ଧ ଦେହିଁ ଡାକରା ଦେବ ଯାଜପୁର ଜିଲ୍ଲା ରୁ ପ୍ରଥମେ ଆରମ୍ଭ ହେବ lପ୍ରତି ଡିଭିଜନ ରେ ବିଦ୍ୟୁତ ଉପଭୋକ୍ତା କମିଟି ଗଠନ ହୋଇ ଅନ୍ଧୋଲନ ର ରୂପ ରେଖ ନିଆ ଯିବ ଟାଟା ପାୱାର ର ଜୁଲମ କୁ ସଙ୍ଗ ଵଧ ଭାବ ରେ ଆକ୍ରମଣ କରା ଯିବ ଟାଟା ହଟାଓ ଓଡିଶା ବଞ୍ଚାଓ ଅଭିଯାନ ଗାଁ ରୁ ସହର ଜିଲ୍ଲା ରୁ ରାଜଧାନୀ ଠାରେ ମହା ସଂଗ୍ରାମ କରା ଯିବ ବୋଲି ଗଣ ସମ୍ମିଳନୀ ରେ ଆଲୋଚନା ହୋଇ ଥିଲା ଜିଲ୍ଲା ସାଧାରଣ ସମ୍ପାଦଜ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ମୋନୋ ରଞ୍ଜନ ନାୟକ ନାରଣ ନାୟକ ଡ଼ ଦୃସୁମନ୍ତ ନାୟକ ବିଜୟ ବୋଇତାଇ ଅସିସି ବିଶ୍ୱାଳ ତାରିଣୀ ପଟ୍ଟନାୟକ ଚନ୍ଦ୍ର ମଣି ସାମଲ ବ୍ରଜେ ଶ୍ଵରୀ ସିଂ ପ୍ରମୁଖ ବହୁ ନେତୃ ଵୁନ୍ଦ ଯୋଗ ଦେଇ ଟାଟା ପାୱାର ମନ ମାନି ରାଜ୍ୟ ସରକାର ଙ୍କ ଟାଟା ପାୱାର ପ୍ରୀତି କୁ ତୀବ୍ର ସମାଲୋଚନା କରିବା ସହ ଟାଟା ପାୱାର ବିରୋଧ ରେ ଅନ୍ଧୋଲନ ନୁହେଁ ଆକ୍ରମଣ କରିବାକୁ ଶପଥ ନେଇ ଥିଲେl









