20.1 C
Bhubaneswar
Thursday, February 19, 2026
Homeଓଡିଶାସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ସଂଯୋଗ: କେଭି

ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ସଂଯୋଗ: କେଭି

ଭୁବନେଶ୍ୱର: ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ପହଞ୍ଚି ସାରିଛି ବିଜୁଳି । ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି, ୨୦୨୪ ପରଠାରୁ ୩୫ ହଜାର ୭୪୧ ପରିବାରକୁ ଦିଆଯାଇଛି ବିଜୁଳି ସଂଯୋଗ । ମୟୁରଭଞ୍ଜରେ ସର୍ବାଧିକ ୩୬୩୬ ପରିବାରକୁ ଯାଇଛି ବିଜୁଳି ସଂଯୋଗ । ବିଧାନସଭା ପ୍ରଶ୍ନକାଳ ଧୋଇ ହୋଇଗଲା ପରେ ଶୂନ୍ୟକାଳରେ ଚାଲିଛି ଗୃହ କାର୍ଯ୍ୟ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନ ର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking