26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦେଶରେ  ୧୦ଟି ରାଜ୍ୟର ଉପନିର୍ବାଚନ

ଦେଶରେ  ୧୦ଟି ରାଜ୍ୟର ଉପନିର୍ବାଚନ

ରାଞ୍ଚି : ଆଜି ପ୍ରଥମ ପର୍ଯ୍ୟାୟ ଭୋଟ   ଝାଡଖଣ୍ଡରେ ଅନୁଷ୍ଠିତ ହେଉଛି  ।ଦେଶରେ ୧୦ଟି ରାଜ୍ୟର ୩୧ଟି ଆସନ ପାଇଁ ଚାଲିଛି ଭୋଟିଂ । ୱାୟନାଡରେ  ପ୍ରିୟଙ୍କାଙ୍କ ଭାଗ୍ୟ ପରୀକ୍ଷା । ବିହାର ରେ ୪ , ରାଜସ୍ଥାନରେ  ୭. ପଶ୍ଚିମବଙ୍ଗରେ ୬, ମେଘାଳୟରେ ୧, ଗୁଜୁରାଟରେ ୧, ଛତିଶଗଡରେ ୧ , କର୍ଣ୍ଣାଟକରେ ୩ , କେରଳରେ ୧, ମଧ୍ୟପ୍ରଦେଶରେ ୨ଟି ଆସନରେ ଉପନିର୍ବାଚନ ହେବ ।  ସେହିପରି ଆସାମର ୫ ଆସନରେ ଉପନିର୍ବାଚନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking