19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନିର୍ବାଚନ କମିଶନ ପ୍ରତ୍ୟାଖ୍ୟାନ କଲେ

ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନିର୍ବାଚନ କମିଶନ ପ୍ରତ୍ୟାଖ୍ୟାନ କଲେ

ନୂଆଦିଲ୍ଲୀ: ମୋ ପାଖେ ୧୦୦ ପ୍ରତିଶତ ପ୍ରମାଣ ଅଛି । ଭୋଟ ଚୋରି ହେଉଛି । ଭୋଟ ଚୋରି ହେବାରେ ନିର୍ୱାଚନ କମିଶନ ସାମିଲ ଅଛନ୍ତି ।  ଭୋଟ ଚୋରି ବିଜେପି ପାଇଁ କରୁଛି । ଭାରତ ବିରୁଦ୍ଧରେ ଦେଶ ଦ୍ରୋହୀ କାମ କରୁଛ ।  ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ  ଏଭଳି କିଛି ବୟାନ  ସଂସଦ ପରିସରରେ ସାମ୍ବାଦିକମାନଙ୍କୁ କହିଥିଲେ ।   ଅନ୍ୟପଟେ ପୂର୍ବତନ  କଂଗ୍ରେସ ଅଧ୍ୟକ୍ଷ  ମଧ୍ୟ କହିଛନ୍ତି, ଲୋକସଭା ନିର୍ବାଚନରେ  ଆମର  ସନ୍ଦେହ ଥିଲା ।  ପରବର୍ତ୍ତୀ ବିଧାନ ସଭାରେ ଭୋଟର ଯୋଡାଯାଇଥିଲା । ଏହାର ତଦନ୍ତ ଆରମ୍ଭ କରିଥିଲୁ ।  ଏଥିରେ ଛଅ ମାସ ଲାଗିଥିଲା । ନିର୍ୱାଚନ କମିସନ   କଂଗ୍ରେସ  ନେତା ରାହୁଲ ଗାନ୍ଧୀଙ୍କ ଏହି ଦାବି ଉପରେ ଜବାବ ରଖିଛନ୍ତି । କହିଛନ୍ତି,  ଲୋକସଭାରେ ବିରେଧୀ ଦଳ ନେତା କେବଳ  ଭିତ୍ତିହୀନ ଅଭିଯୋଗ ଲଗାଇ ନଥିଲେ ବରଂ ଏକ ସାମ୍ବିଧାନିକ ପ୍ରତିଷ୍ଠାନକୁ ଚେତାବନୀ ଦେଇଛନ୍ତି ।  ଭୋଟର ଜାଲିଆତିର ଅଭିଯୋଗକୁ ପ୍ରତ୍ୟାଖାନ କରି  ଦାୟିତ୍ୱହୀନ ବେଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking