16.1 C
Bhubaneswar
Thursday, February 5, 2026
Homeଓଡିଶାପେନସନ ପାଇଁ ବୟସ ବଢ଼ାଉଛନ୍ତି ବୃଦ୍ଧବୃଦ୍ଧା

ପେନସନ ପାଇଁ ବୟସ ବଢ଼ାଉଛନ୍ତି ବୃଦ୍ଧବୃଦ୍ଧା

ଭୁବନେଶ୍ୱର: ପେନସନ୍ ୩୫୦୦ ଟଙ୍କା ପାଇଁ ବୃଦ୍ଧବୃଦ୍ଧା ବୟସ ବଢ଼ାଉଥିବା ନେଇ ମିଳିଛି ସୂଚନା। ଭୋଟର୍ ପରିଚୟପତ୍ର ଯାଞ୍ଚ କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସରକାର। ଏନେଇ ଜନ୍ମ ତାରିଖ ପରିବର୍ତ୍ତନ କରି ଭୋଟର୍ କାର୍ଡ ପ୍ରସ୍ତୁତ କରୁଥିବା ସୂଚନା। ଅଯୋଗ୍ୟ ଆବେଦନକାରୀଙ୍କ ପେନସନ୍ ରୋକିବା ପାଇଁ ସରକାର ଦେଲେ ନିର୍ଦ୍ଦେଶ। ଭୋଟର୍ କାର୍ଡରେ ବୟସ ସଂଶୋଧନ କରାଯାଇଛି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking