20.1 C
Bhubaneswar
Monday, February 9, 2026
Homeଓଡିଶାଯାଜପୁର ରୋଡ଼ରେ ମହlପୁରୁଷମାନଙ୍କୁ ଅବହେଳା

ଯାଜପୁର ରୋଡ଼ରେ ମହlପୁରୁଷମାନଙ୍କୁ ଅବହେଳା

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ସହର ବା ବ୍ୟସନଗରର ସହରର ମହlପୁରୁଷ ମାନଂକ ପ୍ରତିମୂର୍ତ୍ତି ବିଭନ୍ନ ଛକ ମାନଂକ ରେ ସ୍ଥାପିତ କାରା ଯାଇଚି lକିନ୍ତୁ ମହା ପୁରୁଷ ମାନଂକ ପ୍ରତି ମୂର୍ତ୍ତି ଗୁଡ଼ିକ ପୌର ପରିଷଦ ପକ୍ଷରୁ ସଫା ସୁତୁରା କରାଯାଉ ନାହିଁ l ଅବହଳିତ ଅବସ୍ଥା ରେ ପଡି ରହିଛିନ୍ତି l ପୂଜ୍ୟ ପୂଜା ରେ ମହା ପୁରୁଷ ମାନଂକ ଅବମାନ କାରା ଯାଉଛି ଆଜି ଏହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଉତ୍କଳ ଦିବସ ରେ l ପୌର ପରିଷଦ ପକ୍ଷ ରୁ ମହା ପୁରୁଷମାନଂକ ବେକ ରେ ଫୁଲ ହାର ଟି ଏ ପଡ଼ିଲା ନା ହିଁ l ମହାପୁରୁଷ ମାନଙ୍କୁ ସମ୍ମାନ ଜଣାଇବା ଉତ୍କଳ ଦିବସ ପରିପ୍ରେକ୍ଷୀରେ ବ୍ୟାସନଗର ଫିଟ ଆଣ୍ଡ ଫାଇନ ପ୍ରାତଃ ଭ୍ରମଣ ଗ୍ରୁପ ପକ୍ଷରୁ ସହରରେ ଅବହେଳିତ ଅବସ୍ଥାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରିବା ପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ବଡ଼ ଦୁଃଖ ଓ ପରିତାପର ବିଷୟ ଏହିଯେ ଏହି ଦିବସ ରେ ଉତ୍କଳ ସ୍ୱତନ୍ତ୍ର ଗଠନ ପାଇଁ ଯେଉଁ ମହା ପୁରୁଷଙ୍କ ଅବଦାନ ଓ ଉଦ୍ୟମ କୁ ପୌର ପ୍ରଶାସନ ଭୁଲି ଯାଉଛି l ସେ ମହା ପୁରୁଷ ଙ୍କ ଦୁର୍ବାର ଅନ୍ଧୋଳଣ ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଲା ଆମର ଭାଷା ସଂସ୍କୃତି ରକ୍ଷା ହେଲା ଆମେ ଓଡ଼ିଆ ବୋଲି ଗର୍ବ କଲେ ଆମ ବର ପୁତ୍ର ମାଙ୍କୁ ପ୍ରତି ପୌର ପ୍ରଶାସନ ର ଅବମlନ ପ୍ରତି ସହର ବୁଦ୍ଧି ଯିବି ଓ ନାଗରିକ ମାନେ ନିନ୍ଦା କରିବା ସଂଗେ କ୍ଷୋଭ ପ୍ରକାଶ କରିଛନ୍ତି l ମହାପୁରୁଷ ପ୍ରତି ସ୍ଥାନୀୟ ପୌର ପରିଷଦ କିମ୍ବା ପ୍ରଶାସନ ପାଇଁ ଅଲୋଡ଼ା ହୋଇଯାଇଛନ୍ତି | ସାରା ରାଜ୍ୟରେ ସରକାରୀ ସ୍ତରରେ ଉତ୍କଳ ଦିବସ ଉତ୍ସବକୁ ଧୂମ ଧାମରେ ପାଳନ କରୁଥିବା ବେଳେ ବ୍ୟାସନଗର ସହରରେ ସେମାନଙ୍କ ପ୍ରତି ଏଭଳି ମନୋଭାବକୁ ସହରର ବୁଦ୍ଧିଜୀବୀ ନା ପସନ୍ଦ କରିଛନ୍ତି | ଏନେଇ ସେମାନେ ଘୋର ଉଦବେଗ ପ୍ରକାଶ କରିବା ସହ ପୌର କତୃପକ୍ଷଙ୍କୁ ଦାୟୀ କରିଛନ୍ତି |

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking