17.1 C
Bhubaneswar
Sunday, December 7, 2025
Homeଓଡିଶାଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ ଖୁଜେନ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦ ସହ ଗୁଣି ଗାରେଡିକୁ ସନ୍ଦେହ କରି ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ତୁଲାରାମ ଜାନୀ ବୋଲି ଜଣାପଡିଛି। ଗତକାଲି ରାତିରେ ତୁଲାରାମ ଘରେ ଶୋଇଥିବାବେଳେ ଏଭଳି କାଣ୍ଡ ଘଟିଛି। ହତ୍ୟା ସନ୍ଦେହେରେ ୪ ଜଣ ପୁତୁରା ଡିଙ୍ଗର ଜାନୀ, ରୁକ୍ମଣ ଜାନୀ, ସୁକାନନ ଜାନୀ, ରୂପବନ୍ତ ଜାନୀ ଙ୍କୁ ତୁରେକେଲା ପୁଲିସ୍ ଅଟକ ରଖିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking