27.1 C
Bhubaneswar
Thursday, April 10, 2025
Homeଓଡିଶାବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଗଲେ ବୃଦ୍ଧାବୃଦ୍ଧ

ବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଗଲେ ବୃଦ୍ଧାବୃଦ୍ଧ

କଟକ: ଭତ୍ତା ପାଇଁ ଚାଲି ଚାଲି ଗଲେ ବୃଦ୍ଧାବୃଦ୍ଧ । ବର୍ଦ୍ଧିତ ଭତ୍ତା ପାଇଁ କଟକ କଲେକ୍ଟର ଅଫିସ ଅଭିମୁଖେ ଯାଉଛନ୍ତି ଅନେକ ହିତାଧିକାରୀ । ସରକାର କେବଳ ୮୦ ବର୍ଷରୁ ଅଧିକ ବୟସ୍କଙ୍କର ଭତ୍ତା ୩୦୦୦ କରିଛନ୍ତି । କିନ୍ତୁ ସମସ୍ତଙ୍କ ଭତ୍ତା ୩ ହଜାର ହୋଇ ନାହିଁ । ଯାହା ଫଳରେ ଆଜି କଟକ ସହରର ଶହ ଶହ ଭତ୍ତା ହିତାଧିକାରୀ ଜିଲ୍ଲାପାଳ ଅଫିସ୍ ପର୍ୟ୍ୟନ୍ତ କରୁଛନ୍ତି ପଦଯାତ୍ରା । ଯେଉଁମାନେ ୩ ହଜାର ଟଙ୍କା ପାଉ ନାହାନ୍ତି ସେମାନେ ଚାଲି ଚାଲି ଯାଉଛନ୍ତି କଲେକ୍ଟର ଅଫିସ । କଲେକ୍ଟରଙ୍କ ପାଖରେ ଭତ୍ତା ବଢାଇବା ପାଇଁ ଦାବିପତ୍ର ଦେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking