29.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ବୃଦ୍ଧାଙ୍କ ମୃତ୍ୟୁ

ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ବୃଦ୍ଧାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୁମ୍ବାଇର ଜୋଗେଶ୍ୱରୀ ପଶ୍ଚିମ ଅଞ୍ଚଳରେ ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ୭୩ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି। ବିଏମସି ଅଧିକାରୀଙ୍କ ସୂଚନା ଅନୁଯାୟୀ ଲୋଖଣ୍ଡୱାଲାର ହାଇ ପଏଣ୍ଟ ହୋଟେଲ ନିକଟରେ ଥିବା ଏକ ସାତ ମହଲା କୋଠାର ଦ୍ୱିତୀୟ ମହଲାର ରୁମ ନମ୍ବର ୪୦୨ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର ସୂଚନା ମିଳିବା ପରେ, ଅଗ୍ନିଶମ ବାହିନୀର ଅଧିକାରୀମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିଥିଲେ ଏବଂ ଅଧିକ ମୃତାହତକୁ ରୋକିଥିଲେ। ତେବେ ନିଅ କିପରି ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking