24.1 C
Bhubaneswar
Sunday, December 7, 2025
Homeଓଡିଶାସାନ ଭାଇର ଛୁରାମାଡରେ ବଡ ଭାଇ ମୃତ

ସାନ ଭାଇର ଛୁରାମାଡରେ ବଡ ଭାଇ ମୃତ

ପାରଳାଖେମୁଣ୍ଡି:  ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସାନ ଭାଇର ଛୁରାମାଡରେ ବଡ ଭାଇର ମୃତ୍ୟୁ ଘଟିଛି । ମୃତକ ବଡ ଭାଇକୁ ଅଜ୍ୟମ ଦଳବେହେରା ଓ ଅଭିଯୁକ୍ତ ସାନ ଭାଇକୁ ସୁଦୀପ ଦଳବେହେରା ବୋଲି ଚିହ୍ନଟ କରାଯାଇଛି । ଗଜପତି ଜିଲ୍ଲାର ଆର ଉଦୟଗିରି ଥାନା ରେବିଡି ଗାଁରେ ଘଟି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଅଜ୍ୟମ ଏବଂ ସୁଦୀପଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହା ପରେ ସୁଦୀପ ଛୁରୀରେ ଅଜ୍ୟମ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅଜ୍ୟମର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking