21.1 C
Bhubaneswar
Saturday, February 7, 2026
Homeଓଡିଶାଟ୍ରକ ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଟ୍ରକ ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ରାୟଗଡା: ଟ୍ରକ ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଦଶହରା ଛୁଟିରେ ଘରକୁ ଫେରୁଥିଲେ ଛାତ୍ର । ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବାଇକ ।  ମୃତକ ହେଉଛନ୍ତି କାଶୀପୁର ବ୍ଲକ ସିନ୍ଦୂରଘାଟି ଡେରାକଣା ଗାଁର । ଏନେଇ ରାସ୍ତାରେ ଉତ୍ତେଜନା ଦେଖାଦେଇଚି । ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking