33.1 C
Bhubaneswar
Friday, April 25, 2025
Homeଓଡିଶାଶିକ୍ଷା ବ୍ୟବସ୍ଥା ବ୍ୟବସାୟୀକରଣ ହେଲାଣି: ବିଦ୍ୟୁତ ଷଡଙ୍ଗୀ

ଶିକ୍ଷା ବ୍ୟବସ୍ଥା ବ୍ୟବସାୟୀକରଣ ହେଲାଣି: ବିଦ୍ୟୁତ ଷଡଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଏନଏଚଆରସି ସଦସ୍ୟ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ । ଓଡିଶା ଅଭିଭାବକ ମହାସଂଘର ସମ୍ମିଳନୀରେ ସାମିଲ ହୋଇଛନ୍ତି । ଅଭିଭାବକଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଶିକ୍ଷାକୁ ଗୁରୁତ୍ୱ ଦେବା ସରକାରଙ୍କ ଦାୟିତ୍ୱ କହିଲେ । ଶିକ୍ଷା ବ୍ୟବସ୍ଥା ବ୍ୟବସାୟୀକରଣ ହେଲାଣି କହିଛନ୍ତି ବିଦ୍ୟୁତ ଷଡଙ୍ଗୀ । ମୋ ପାଖକୁ ଆସିଥିବା ଅଭିଯୋଗର ବିଚାର କରିବି । ମାନବିକ ଅଧିକାର କ୍ଷୁଣ୍ଣ ହେଉଥିଲେ ବିଚାର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking