20.1 C
Bhubaneswar
Friday, January 16, 2026
Homeଓଡିଶାବିଜେଡି ନେତାଙ୍କ ଘରେ ଇଡି ରେଡ

ବିଜେଡି ନେତାଙ୍କ ଘରେ ଇଡି ରେଡ

ଗଞ୍ଜାମ: ଗଂଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର  ହୃଷିକେଶ ପାଢୀଙ୍କ ଘରେ ଇଡି  ରେଡ । ସକାଳୁ  ସକାଳୁ ଶେରଗଡ ସ୍ଥିତି ପୈତୃକ ଘରେ ତିନୋଟି ଟିମ  ରେଡ ଚଳାଇଛନ୍ତି ।  ଏଥି ସହିତ ବ୍ରହ୍ମପୁର ଜୟପ୍ରକାଶ ନଗରରେ ଥିବା ପୁଅ ଘରେ  ବି ଚଢାଉ କରିଛି ଇଡି ।  ବ୍ରହ୍ମପୁର ଗାନ୍ଧୀ ନଗରରେ ଥିବା ରେଡ କରିଥିବା ସୂଚନା ମିଳିଛି । ହୃଶିକେଶ ଗଂଜାମ ଜିଲ୍ଲା ବିଜେଡିର  ଉପସଭାପତି ରହିଛନ୍ତି । ସେପଟେ ଏହି ଲିଙ୍କରେ ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲ୍ଲୀ , ଜୟପ୍ରକାଶ ନଗର, ନୂଆ ବସଷ୍ଟାଣ୍ଡ  ନିକଟ ଆଦି ସ୍ଥାନରେ  ରହୁଥିବା  ଏକାଧିକ ବ୍ୟବସାୟୀଙ୍କ ଘରେ ବି ରେଡ କରିଛି ଇଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking