19.1 C
Bhubaneswar
Saturday, February 7, 2026
Homeଓଡିଶାବୈଶିଙ୍ଗାରେ ଇଡିର ବଡ ଧରଣର ଚଢାଉ

ବୈଶିଙ୍ଗାରେ ଇଡିର ବଡ ଧରଣର ଚଢାଉ

ମୟୁରଭଞ୍ଜ: ମୟୁରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ବଡ ଧରଣର ଚଢାଉ । ଭୁବନେଶ୍ୱରରୁ ଆସିଥିବା ଇଡିର  ୨୦ ରୁ ଅଧିକ କର୍ମଚାରୀ ଚଢାଉ ଜାରି ରଖିଛନ୍ତି । ଇଡିର ଦୁଇଟି ଟିମ  ଡାହି ସାହି ଗାଁର ପ୍ରଦୀପ ବିନ୍ଧାଣୀଙ୍କ ଘରେ ଏବଂ ଦେଶୀ ମଦ ଭାଟିରେ  ଚଢାଉ କରୁଛି ଇଡି ।  କଡା ସୁରକ୍ଷା ଭିତରେ ପ୍ରଦୀପକୁ ପଚରାଉଚରା  କରୁଛି । କଡା ସୁରକ୍ଷା ଭିତରେ ପ୍ରଦୀପକୁ  ପଚରା ଉଚରା କରୁଛି ଭୁବନେଶ୍ୱରରୁ ଆସୁଥିବା ଇଡିର ଟିମ  ପୂର୍ବରୁ ପ୍ରଦୀପ ବିନ୍ଧାଣୀ ବାଲି ଚୋରା  ଚାଲାଣ ମାମଲାରେ ଜଡିତ ଥିବା ବେଳେ ତାଙ୍କ ଉପରେ   ଏନଜିଟି ପ୍ରାୟ ୧୭ କୋଟି ଟଙ୍କାର ଜୋରିମାନା  କରିଛି ଏବଂ ମାମଲା  ତଦନ୍ତାଧୀନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking