27.1 C
Bhubaneswar
Monday, June 23, 2025
Homeଓଡିଶାବଢିଲା ଇ- କେୱାଇସି  ଅପଡେଟ ଅବଧି: ମନ୍ତ୍ରୀ

ବଢିଲା ଇ- କେୱାଇସି  ଅପଡେଟ ଅବଧି: ମନ୍ତ୍ରୀ

ଭୁବନେଶ୍ୱର : ମାର୍ଚ୍ଚ ୩୧ ଯାଏଁ ବଢିଲା ଇ- କେୱାଇସି  ଅପଡେଟ ଅବଧି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କଲେ ରାଜ୍ୟ ସରକାର   । ଆଜି ସରୁଥିଲା  ଇ- କେୱାଇସି ଅପଡେଟ ଅବଧି । ୪୫ ଦିନ ବୃଦ୍ଧି କରାଯାଇଛି । ଏହି ୪୫ ଦିନରେ ଇ କେୱାଇସି ଅପଡେଟ ହୋଇପାରିବ ବୋଲି ଆଶା କରାଯାଉଛି ।ଯେଉଁ ହିତାଧିକାରୀ ମାନେ ଏ ଯାଏଁ ଅପଡେଟ କରିନାହାନ୍ତି ତାହାକୁ ଦୃଷ୍ଟିରେ ରଖି ସରକାର ଆଗକୁ ତାରିଖ ବଢାଯାଇଛି ।୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ଇ – କେୱାଇସି କରିଛନ୍ତି । ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଅପଡେଟ ହୋଇନାହିଁ । ୩୪୧ ପିଡିଏସ ପଏଣ୍ଟରେ ନେଟୱର୍କ ସମସ୍ୟା ରହିଛି । ୨୩୦ଟି ଅଞ୍ଚଳରେରେ ନୋ ନେଟୱାର୍କ , ୧୧୧ ଟି ଅଞ୍ଚଳରେ ସ୍ଲୋ ନେଟୱର୍କ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking