17.1 C
Bhubaneswar
Tuesday, December 9, 2025
Homeଓଡିଶାଦଲାଲି ରୋକିବାକୁ ଇ–କେୱାଇସି ବ୍ୟବସ୍ଥା: ମନ୍ତ୍ରୀ

ଦଲାଲି ରୋକିବାକୁ ଇ–କେୱାଇସି ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର: ଦଲାଲି ରୋକିବାକୁ ଇ – କେୱାଇସି ବ୍ୟବସ୍ଥା । ଚାଷୀ ପଞ୍ଜିକରଣକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦଲାଲମାନଙ୍କୁ ରୋକିବା ପାଇଁ ସରକାର ଇ- କେୱାଇସି ବ୍ୟବସ୍ଥା କରିଛନ୍ତି । ସେଲ୍ଫ ଡିକ୍ଲାରେସନ ଫର୍ମ ଫିଲପ ପ୍ରକ୍ରିୟା କାଲିଠୁ ଆରମ୍ଭ ହୋଇଛି । କାହାରିକୁ ହଇପାଣ କରିବା ଏହାର ଉଦ୍ଦେଶ୍ୟ ନୁହେଁ । ଫର୍ମ ଗ୍ରହଣ ନହେବାର ଅଭିଯୋଗ ଆଣିଲେ କାଯ୍ୟାନୁଷ୍ଠାନ ନିଆଯିବ । ଭାଗ ଚାଷୀ ମାଲିକଙ୍କଠୁ ଲେଖା ଆଣିଲେ ପଞ୍ଜୀକରଣ ହୋଇପାରିବ । ପ୍ରକୃତ ଚାଷୀଙ୍କୁ ଚିହ୍ନିବା ଓ ଦଲାଲଙ୍କୁ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ରାଜନୈତିକ ଉଦ୍ଦେଶ୍ୟରେ ଚାଷୀଙ୍କ ସଂଖ୍ୟା କମାଇବା କଥା ବିରୋଧୀ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking