32.1 C
Bhubaneswar
Wednesday, October 16, 2024
Homeଓଡିଶାଧରାପୃଷ୍ଠରେ ବିରାଜିଲେ ମା, : ମଣ୍ଡପରେ ଆଜି ମହାସପ୍ତମୀ ପୂଜା

ଧରାପୃଷ୍ଠରେ ବିରାଜିଲେ ମା, : ମଣ୍ଡପରେ ଆଜି ମହାସପ୍ତମୀ ପୂଜା

ବ୍ୟୁରୋ: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ । ବୁଧବାର ମଧ୍ୟରାତ୍ରୀରୁ ଦୁର୍ଗାରପୂଜା ଆରମ୍ବ ହୋଇଛିା ରାତିନୀତି ୍‌ନୁଯାଇ ମା ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି । ଚଳିତବର୍ଷ ସେଶ୍ ଧୁମ୍‌ଧାମ୍‌ରେ ପ ର୍ଚ୍ଚନା କରାଯାଉଛି । ସୁନା, ରୁପା ମେଢ଼ରେ ଶୋଭା ପାଉଛନ୍ତି ମା’ ଦୁର୍ଗତି ନାଶିନୀ । ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ, ମଣ୍ଡପରେ ମହାସପ୍ତମୀ ପୂଜା ହେଉଛି । ଆଜି ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛିା ସବୁଠି ଆଧ୍ୟାମ୍‌ତିକ ଓ ଉତ୍ସାହର ପରିବେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking