17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଚଢିଗଲା ଡମ୍ପର : ୩ ମୃତ

ଚଢିଗଲା ଡମ୍ପର : ୩ ମୃତ

ମହାରାଷ୍ଟ୍ର : ରାସ୍ତା କଡରେ ଫୁଟପାଥରେ ଶୋଇଥିବା ବେଳେ ୯ ଜଣଙ୍କ ଉପରେ ଚଢିଗଲା ଡମ୍ପର । ଯାହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପୁଣେ ଫ୍ୱାଘୋଲି ଛକ ନିକଟରେ ଫୁଟପାଥରେ ଶୋଇଥିଲେ ୯ ଜଣ । ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ୬ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଚି । ମୃତାହତ ସମସ୍ତେ ଶ୍ରମିକ ବୋଲି ଜଣାପଡିଛି । ସମସ୍ତେ ଅମରାବତୀରୁ ଆସିଥିବା ଜଣାପଡିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଦ୍ୟପ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ପୁଣେ ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking