30.1 C
Bhubaneswar
Monday, October 28, 2024
Homeଓଡିଶାଭୁବନେଶ୍ୱର୫ ଦିନ ଶୁଖିଲା ପାଗ : ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା

୫ ଦିନ ଶୁଖିଲା ପାଗ : ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା

ବ୍ୟୁରୋ:  ବାତ୍ୟା ଦାନା ଓଡିଶା ଛାଡିବା ପରେ ରାତିର ପାରଦ ତଳକୁ ଖସିଛି । ଗତକାଲି ରାତିରେ  ଦାରିଙ୍ଗବାଡିରେ  ରାଜ୍ୟର ସର୍ବ
ନିମ୍ନ ତାପମାତ୍ରା  ୧୭, ୫ ଡିଗ୍ରୀ  ରେକର୍ଡ ହୋଇଥିବା  ବେଳେ ଫୁଲବାଣୀରେ ୧୮. ୫ ଡିଗ୍ରୀ ରହିଥିଲା । ଏଥିସହ ସମସ୍ତ ସହର  ରାତିର ତାପମାତ୍ରା  ୨୫ ଡିଗ୍ରୀ ତଳକୁ ଚାଲି ଆସିଛି ।  ଦିନର ତାପମାତ୍ରାରେ  ମଧ୍ୟ  କିଛିଟା ତଫାତ  ପରିଲକ୍ଷତ ହୋଇଛି । ମେଧୁଆ ପାଗ ଲାଗି ରହିଥିବାରୁ   ଆଜି ଅଧିକାଂଶ ସ୍ଥାନରେ  ଦିନର ତାପମାତ୍ରାରେ  ୩୦ ଡିଗ୍ରୀ ତଳକୁ ଖସିଛି । ସେହିପରି ପାରଳାଖେମୁଣ୍ଡିରେ  ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ  ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking