ଭୁବନେଶ୍ୱର: ରାଜଧାନୀରେ ମଦୁଆଙ୍କୁ ରାସ୍ତାରେ ମାଡ ହେବ । ଏନେଇ ପୁଲିସ ପକ୍ଷରୁ କଡା ପଦକ୍ଷେପ ନିଆଯାଉ । ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ଭ କରାଯାଉ । କ୍ରାଇମର ୫୦ ପ୍ରତିଶତର କାରଣ ହେଉଛି ମଦ । ବିଜେପି ନେତା ବାବୁ ସିଂ ଏଭଳି ବଡ ବୟାନ ଦେଇଛନ୍ତି ।