24.1 C
Bhubaneswar
Friday, February 13, 2026
Homeଓଡିଶାଟ୍ରେନ୍ ଅଟକାଇ ଦେଲା ମଦୁଆ

ଟ୍ରେନ୍ ଅଟକାଇ ଦେଲା ମଦୁଆ

ଭୁବନେଶ୍ୱର: ଟ୍ରେନ୍ ଅଟକାଇ ଉନ୍ମତ୍ତ କାଣ୍ଡ ଘଟାଇଲା ମଦ୍ୟପ ଯୁବକ । ଟ୍ରେନ୍ ଅଟକାଇ ଦେଲା ମଦ୍ୟପ ଯୁବକ । ବାରମ୍ବାର ଟ୍ରେନ ଶଦ୍ଦରେ ବି ଟ୍ରେନ ଆଗରୁ ହଟିନଥିଲା ମଦ୍ୟପ । ଫଳରେ ଅଟକି ରହିଥିଲା ଟ୍ରେନ । ଭୁବନେଶ୍ୱରର ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଅଟକାଇ ଦେଲା ଟ୍ରେନ୍ । ଏଭଳି କାଣ୍ଡ ଭିଆଇଛି ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଯୁବକ । ଖବର ପାଇ ଆରପିଏଫ ଓ ଜିଆରପି ପୋଲିସ ପହଞ୍ଚି ମଦ୍ୟପକୁ କାବୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking