33.1 C
Bhubaneswar
Monday, March 10, 2025
Homeଦେଶ ବିଦେଶ୪ କୋଟି ଟଙ୍କାର ଡ୍ରଗ୍ସ ଜବତ

୪ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ : ଡ୍ରଗ୍ସ କାରବାରରେ  ଦିଲ୍ଲୀ କ୍ରାଇମବ୍ରାଞ୍ଚ କୁ ଏକ ବଡ ସଫଳତା ମିଳିଛି ।  ପୋଲିସ ଅନ୍ତରାଜ୍ୟ  ଡ୍ରଗ୍ସ ଯୋଗାଣକାରୀ  ବ୍ୟକ୍ତିଙ୍କୁ ଗିରଫ କରି ୭୨୬  ଗ୍ରାମର  ଡ୍ରଗ୍ସ ଜବତ କରିଛି ।  ଯାହାର ଅନ୍ତର୍ଜାତୀୟ ମୂଲ୍ୟ  ୪ କୋଟିରୁ ଅଧିକ । ସୂଚନା ଅନୁସାରେ  ଜାନୁଆରୀ ୬ରେ ପୋଲିସକୁ  ସୂଚନା ମିଳିଥିଲା ।   ଏହା ପରେ  ଜାନୁଆରୀ ୧୦ରେ  ପୋଲିସ ଅଭିଯୁକ୍ତକୁ ଟ୍ରାକ କରୁଥିଲା । ସୂଚନା ଆଧାରରେ   ପୋଲିସ  ଦିଲ୍ଲୀର ଦିଲଶାଦରୁ  ଡ୍ରଗ୍ସ ଯୋଗାଣକାରୀ  ଲାଲା ବାବୁଙ୍କୁ ଗିରଫ କରିଛି । ତେବେ ପୋଲିସ ବିଜୟ ବିରୋଧରେ    ୪୭ଟି ଅପରାଧିକ ମାମଲା ରୁଜୁ କରିଥିଲା । ଏଥିରେ ଆଉ କେତେଜଣ ସାମିଲ ଥିଲେ ପୋଲିସ ତଦନ୍ତ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking