33.1 C
Bhubaneswar
Saturday, February 21, 2026
Homeଓଡିଶାଶ୍ରୀମନ୍ଦିର ଉପରେ ୧୦ ଥର ଉଡିଛି ଡ୍ରୋନ

ଶ୍ରୀମନ୍ଦିର ଉପରେ ୧୦ ଥର ଉଡିଛି ଡ୍ରୋନ

ଭୁବନେଶ୍ୱର: ଶ୍ରୀମନ୍ଦିର ଉପରେ ବେଆଇନ ଭାବରେ ୧୦ ଥର ଉଡିଛି ଡ୍ରୋନ । ଗୃହରେ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି । ୨୦୨୪ ଜୁନରୁ ଏଯାବତ ଡ୍ରୋନ ଉଡିବାର ୧୦ଟି ମାମଲା ରୁଜୁ ହୋଇଛି । ୨ଟି ମାମଲା ପାଇନାଲ ଫର୍ମ ପ୍ରଦାନ ହୋଇଛି, ୮ଟିର ତଦନ୍ତ ଜାରି ରହିଛି । ଶ୍ରୀମନ୍ଦିର ଭିତରକୁ ୭୦୦ ଜଣ ବ୍ୟକ୍ତି ଫୋନ ନେଇ ପ୍ରବେଶ କରିଛନ୍ତି । ଏନେଇ ୯ଟି ମାମଲା ରୁଜୁ ସହ ୭ଟି ଫଇସଲା ହୋଇଛି ଓ ୨ଟିର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking