29.1 C
Bhubaneswar
Thursday, April 24, 2025
Homeଓଡିଶାଓଜନ ହ୍ରାସ ପାଇଁ ପ୍ରତିଦିନ ଏହି ପାଣି ପିଅନ୍ତୁ..

ଓଜନ ହ୍ରାସ ପାଇଁ ପ୍ରତିଦିନ ଏହି ପାଣି ପିଅନ୍ତୁ..

ଭୁବନେଶ୍ୱର: ଓଜନ ହ୍ରାସ କରିବା ପାଇଁ କେହି ଜିମ ଯାଆନ୍ତି ତ ଆଉ କେହି , ଡାଏଟରେ ରୁହନ୍ତି । କିନ୍ତୁ ଜାଣିଛନ୍ତି କି ଅଦା ଆପଣଙ୍କ ଅନେକ ସ୍ୱାସ୍ଥ୍ୟର ଲାଭ ଦେଇଥାଏ ।  ଓଜନ ହ୍ରାସ ପାଇଁ ଅଦା  ଲାଭକାରୀ ହୋଇଥାଏ ।  ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଆଣ୍ଟି ଇନଫ୍ଲାମେଟରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି । ଅଦାକୁ ପାଣିରେ ଫୁଟାଇ ପିଇପାରିବେ । ଏବଂ ଅଦା ଚା’ରେ ମହୁ ମିଶାଇ ପାରିବେ । ଏହା ଆପଣଙ୍କ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ  ମଜଭୁତ କରିବାରେ ସାହାଯ୍ୟ କରେ ।  ତେଣୁ ପ୍ରତିଦିନ ଅଦା ଖାଇବା ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଫ୍ରି ରେଡିକାଲ୍ସ  ସହିତ ଲଢିଥାଏ । ଯଦି ଆପଣ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ସହିତ ଅଦା ଚା ପିଅନ୍ତି , ତେବେ ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।  ତେଣୁ ଆପଣଙ୍କ ଖାଦ୍ୟରେ ଏହାକୁ ସାମିଲ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking