ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନଏସଏ ଅଜିତ ଡୋଭାଲ । ଅସ୍ତ୍ରବିରତି ବାବଦରେ ମୋଦୀଙ୍କୁ ଦେଲେ ସୂଚନା । ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା ପରେ, କଂଗ୍ରେସ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରନ୍ତୁ ଏବଂ ରାଜନୈତିକ ଦଳଗୁଡ଼ିକୁ ବିଶ୍ୱାସକୁ ନିଅନ୍ତୁ।