25.1 C
Bhubaneswar
Saturday, December 6, 2025
Homeଓଡିଶାମାଓ ଲିଙ୍କ ସନ୍ଦେହ: ମସ୍ଥ୍ୟଜୀବି ଘରେ ରେଡ

ମାଓ ଲିଙ୍କ ସନ୍ଦେହ: ମସ୍ଥ୍ୟଜୀବି ଘରେ ରେଡ

ମାଲକାନଗିରି: ମାଓ ଲିଙ୍କ ସନ୍ଦେହରେ ମସ୍ଥ୍ୟଜୀବି ଘରେ ଏନଆଇଏ ର ଚଢ଼ାଉ । ତେବେ ଅନନ୍ତପାଲ୍ଲୀର ମସ୍ଥ୍ୟଜୀବିଙ୍କ ଘରେ ଚଢ଼ାଉ ହୋଇଛି । ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇବା ଅଭିଯୋଗରେ ଚଢ଼ାଉ କରାଯାଇଛି । ଜିଲୋଟିନ ଷ୍ଟିକ ବିସ୍ଫୋରକ କରି ମାଛ ଧରୁଥିଲେ ମସ୍ଥ୍ୟଜୀବି । ମାଛ ଧରିବା ଆଳରେ ଜିଲୋଟିନ ଯୋଗାଇବା ଅଭିଯୋଗ । ସୁକୁମାରେ ୨ ଜଣଙ୍କ ଘରେ ଚଢ଼ାଉ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking