20.1 C
Bhubaneswar
Wednesday, January 14, 2026
Homeଓଡିଶାରାଉରକେଲାରେ ଡବର ଏନକାଉଣ୍ଟର

ରାଉରକେଲାରେ ଡବର ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଡବର ଏନକାଉଣ୍ଟର । ଡକାୟତି ପାଇଁ ଆସିଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି । ବିସ୍ରା ଥାନା ଦୁର୍ଗରୁ ଢ଼ାବା ମାଲିକଙ୍କୁ ବନ୍ଧୁକ ମୁନରେ ଡକାୟତି କରି ଫେରାର ମାରୁଥିବା ବେଳେ ଏନକାଉଣ୍ଟର ହୋଇଛି । ୨୦ ହଜାର ଟଙ୍କା ନେଇ ଫେରାର ହେବା ବେଳେ ଏନକାଉଣ୍ଟର ହୋଇଛି । ଦୁଇ ଡକାୟତଙ୍କୁ ଗୁରୁତର ଅବସ୍ଥାରେ ଆରଜିଏଚରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking