23.1 C
Bhubaneswar
Monday, February 9, 2026
Homeଓଡିଶାଆଇନକୁ ହାତକୁ ନିଅନ୍ତୁ ନାହିଁ :  ଡିସିପି

ଆଇନକୁ ହାତକୁ ନିଅନ୍ତୁ ନାହିଁ :  ଡିସିପି

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତହତ୍ୟା ଘଟଣାରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି , କହିଛନ୍ତି , ଇନଫୋସିଟି  ଥାନାରେ ଅଭିଯୋଗ ଅନୁସାରେ  ମାମଲା ରୁଜୁ ହୋଇଛି । ଆଇନକୁ  ହାତକୁ ନିଅନ୍ତୁ ନାହିଁ କହିଛନ୍ତି ।  ଅଭିଯୋଗ ଆସିଥିବା ଜଣେ ଛାତ୍ରଙ୍କ ନାଁରେ ମାମଲା ହୋଇଛି । ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ମାନସିକ ନିଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ରୁମରୁ ଲ୍ୟାପଟାପ , ମୋବାଇଲ ଫୋନ ସିଜ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking