16.1 C
Bhubaneswar
Tuesday, December 9, 2025
Homeଓଡିଶାମୋ ଝିଅକୁ ନେଇ ରାଜନୀତି କରାନଯାଉ: ସୌମ୍ୟାଶ୍ରୀଙ୍କ ବାପା

ମୋ ଝିଅକୁ ନେଇ ରାଜନୀତି କରାନଯାଉ: ସୌମ୍ୟାଶ୍ରୀଙ୍କ ବାପା

ବାଲେଶ୍ୱର: ମୋ ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କ ବାପା କହିଲେ ମୋ ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ’ । ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି, କିଛି ଦାବି ପୂରଣ କରିଛନ୍ତି । ଆଉ କିଛି ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଗତକାଲି ରାଷ୍ଟ୍ରପତି ୧୦ ମିନିଟ୍‌ ମୋ ସହ ଆଲୋଚନା କରିଥିଲେ । ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ । ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking